or_tn/act/11/26.md

1.2 KiB

When he found him

ସମ୍ଭବତଃ ଶାଉଲଙ୍କୁ ଖୋଜିବାପାଇଁ ବର୍ଣ୍ଣବ୍ବାଙ୍କୁ କିଛି ସମୟ ଓ ଉଦ୍ୟମ ଲାଗିଥିଲା I

It came about

ଏହା ବୃତ୍ତାନ୍ତଟିରେ ଏକ ନୂଆ ଘଟଣା ଆରମ୍ଭ କରୁଛି I (See: rc://*/ta/man/translate/writing-newevent)

they gathered together with the church

ବର୍ଣ୍ଣବ୍ବା ଓ ଶାଉଲ ମଣ୍ଡଳୀ ସହିତ ଏକତ୍ର ହେଲେ

The disciples were called Christians

ଏହା ସୂଚିତ କରେ ଯେ ଅନ୍ୟମାନେ ବିଶ୍ବାସୀମାନଙ୍କୁ ଏହି ନାମରେ ଡାକୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଆନ୍ତିୟଖିଆର ଲୋକମାନେ ଶିଷ୍ୟମାନଙ୍କୁ ଖ୍ରୀଷ୍ଟିୟାନ ବୋଲି କହିଲେ” (ଦେଖ: rc://*/ta/man/translate/figs-activepassive)

first in Antioch

ଆନ୍ତିୟଖିଆରେ ପ୍ରଥମକରି