or_tn/act/11/26.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# When he found him
ସମ୍ଭବତଃ ଶାଉଲଙ୍କୁ ଖୋଜିବାପାଇଁ ବର୍ଣ୍ଣବ୍ବାଙ୍କୁ କିଛି ସମୟ ଓ ଉଦ୍ୟମ ଲାଗିଥିଲା I
# It came about
ଏହା ବୃତ୍ତାନ୍ତଟିରେ ଏକ ନୂଆ ଘଟଣା ଆରମ୍ଭ କରୁଛି I (See: [[rc://*/ta/man/translate/writing-newevent]])
# they gathered together with the church
ବର୍ଣ୍ଣବ୍ବା ଓ ଶାଉଲ ମଣ୍ଡଳୀ ସହିତ ଏକତ୍ର ହେଲେ
# The disciples were called Christians
ଏହା ସୂଚିତ କରେ ଯେ ଅନ୍ୟମାନେ ବିଶ୍ବାସୀମାନଙ୍କୁ ଏହି ନାମରେ ଡାକୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଆନ୍ତିୟଖିଆର ଲୋକମାନେ ଶିଷ୍ୟମାନଙ୍କୁ ଖ୍ରୀଷ୍ଟିୟାନ ବୋଲି କହିଲେ” (ଦେଖ: [[rc://*/ta/man/translate/figs-activepassive]])
# first in Antioch
ଆନ୍ତିୟଖିଆରେ ପ୍ରଥମକରି