# When he found him ସମ୍ଭବତଃ ଶାଉଲଙ୍କୁ ଖୋଜିବାପାଇଁ ବର୍ଣ୍ଣବ୍ବାଙ୍କୁ କିଛି ସମୟ ଓ ଉଦ୍ୟମ ଲାଗିଥିଲା I # It came about ଏହା ବୃତ୍ତାନ୍ତଟିରେ ଏକ ନୂଆ ଘଟଣା ଆରମ୍ଭ କରୁଛି I (See: [[rc://*/ta/man/translate/writing-newevent]]) # they gathered together with the church ବର୍ଣ୍ଣବ୍ବା ଓ ଶାଉଲ ମଣ୍ଡଳୀ ସହିତ ଏକତ୍ର ହେଲେ # The disciples were called Christians ଏହା ସୂଚିତ କରେ ଯେ ଅନ୍ୟମାନେ ବିଶ୍ବାସୀମାନଙ୍କୁ ଏହି ନାମରେ ଡାକୁଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଆନ୍ତିୟଖିଆର ଲୋକମାନେ ଶିଷ୍ୟମାନଙ୍କୁ ଖ୍ରୀଷ୍ଟିୟାନ ବୋଲି କହିଲେ” (ଦେଖ: [[rc://*/ta/man/translate/figs-activepassive]]) # first in Antioch ଆନ୍ତିୟଖିଆରେ ପ୍ରଥମକରି