or_tn/act/11/23.md

16 lines
983 B
Markdown

# saw the grace of God
ଈଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କ ପ୍ରତି ଦୟାର କାର୍ଯ୍ୟ କରିଛନ୍ତି ତାହା ଦେଖିଲେ
# he encouraged them
ସେ ସେମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ
# to remain with the Lord
ପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିବାକୁ କିମ୍ବା “ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବାକୁ”
# with all their heart
ଏଠାରେ “ହୃଦୟ” ଜଣେ ଲୋକର ଇଚ୍ଛା ଓ ଆକାଂକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ସମସ୍ତ ଇଚ୍ଛା ସହିତ” କିମ୍ବା “ସମ୍ପୂର୍ଣ୍ଣ ସମର୍ପଣ ସହିତ” (ଦେଖ: [[rc://*/ta/man/translate/figs-metonymy]])