# saw the grace of God ଈଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କ ପ୍ରତି ଦୟାର କାର୍ଯ୍ୟ କରିଛନ୍ତି ତାହା ଦେଖିଲେ # he encouraged them ସେ ସେମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ # to remain with the Lord ପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିବାକୁ କିମ୍ବା “ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବାକୁ” # with all their heart ଏଠାରେ “ହୃଦୟ” ଜଣେ ଲୋକର ଇଚ୍ଛା ଓ ଆକାଂକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ସମସ୍ତ ଇଚ୍ଛା ସହିତ” କିମ୍ବା “ସମ୍ପୂର୍ଣ୍ଣ ସମର୍ପଣ ସହିତ” (ଦେଖ: [[rc://*/ta/man/translate/figs-metonymy]])