or_tn/act/11/23.md

983 B

saw the grace of God

ଈଶ୍ବର କି ପ୍ରକାରେ ବିଶ୍ବାସୀମାନଙ୍କ ପ୍ରତି ଦୟାର କାର୍ଯ୍ୟ କରିଛନ୍ତି ତାହା ଦେଖିଲେ

he encouraged them

ସେ ସେମାନଙ୍କୁ ଉତ୍ସାହ ଦେବାକୁ ଲାଗିଲେ

to remain with the Lord

ପ୍ରଭୁଙ୍କ ପ୍ରତି ବିଶ୍ବସ୍ତ ରହିବାକୁ କିମ୍ବା “ପ୍ରଭୁଙ୍କଠାରେ ନିରନ୍ତର ଭରସା ରଖିବାକୁ”

with all their heart

ଏଠାରେ “ହୃଦୟ” ଜଣେ ଲୋକର ଇଚ୍ଛା ଓ ଆକାଂକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନଙ୍କର ସମସ୍ତ ଇଚ୍ଛା ସହିତ” କିମ୍ବା “ସମ୍ପୂର୍ଣ୍ଣ ସମର୍ପଣ ସହିତ” (ଦେଖ: rc://*/ta/man/translate/figs-metonymy)