or_tn/act/11/17.md

2.0 KiB

General Information:

“ସେମାନଙ୍କୁ” ଶବ୍ଦଟି କର୍ଣ୍ଣୀଲିୟ ଓ ତାହାଙ୍କର ବିଜାତୀୟ ଅତିଥିଗଣ ତଥା ପରିବାରକୁ ବୁଝାଏ I ଯିରୂଶାଲମର ବିଶ୍ବାସୀମାନଙ୍କୁ ଆପଣାର ବିବରଣୀ ଦେଉଥିବାବେଳେ ପିତର ସେମାନଙ୍କୁ ବିଜାତି ବୋଲି କହୁନାହାନ୍ତି I “ସେମାନେ” ଶବ୍ଦଟି ପିତର କହୁଥିବା ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ଯିହୂଦୀ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛି I (ଦେଖ: rc://*/ta/man/translate/figs-activepassive)

Connecting Statement:

ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟରେ ଯିହୂଦୀମାନଙ୍କୁ କହୁଥିବା କଥା ଶେଷ କରୁଛନ୍ତି (ଯାହା ସେ ପ୍ରେରିତ ୧୧:୪)ରେ ଆରମ୍ଭ କରିଥିଲେ I

Then if God gave to them ... who was I, that I could oppose God?

ସେ ଯେ କେବଳ ଈଶ୍ବରଙ୍କ ଆଜ୍ଞା ମାନୁଥିଲେ ଏହାକୁ ଗୁରୁତ୍ବ ଦେବାପାଇଁ ପିତର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ସେମାନଙ୍କୁ ଦାନ କଲେ ...ମୁଁ ସ୍ଥିର କଲି ଯେ ମୁଁ ପ୍ରତିରୋଧ କରିପାରିବି ନାହିଁ!” (ଦେଖ: rc://*/ta/man/translate/figs-inclusive)

the same gift

ପିତର ପବିତ୍ର ଆତ୍ମାଙ୍କର ଦାନକୁ ଉଲ୍ଲେଖ କରୁଛନ୍ତି I