or_tn/act/11/04.md

645 B

Connecting Statement:

ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟ କହି ଯିହୂଦୀମାନଙ୍କୁ ଉତ୍ତର ଦେଉଛନ୍ତି I

Peter started to explain

ପିତର ଯିହୂଦୀ ବିଶ୍ବାସୀମାନଙ୍କୁ ସମାଲୋଚନା କରି ନ ଥିଲେ, କିନ୍ତୁ ବନ୍ଧୁତ୍ବପୂର୍ଣ୍ଣ ଭାବରେ ବୁଝାଇ ଆପଣା ପ୍ରତିକ୍ରିୟା ରଖିଥିଲେ I

in detail

ଠିକ୍ ଯାହା ଘଟିଥିଲା