# Connecting Statement: ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟ କହି ଯିହୂଦୀମାନଙ୍କୁ ଉତ୍ତର ଦେଉଛନ୍ତି I # Peter started to explain ପିତର ଯିହୂଦୀ ବିଶ୍ବାସୀମାନଙ୍କୁ ସମାଲୋଚନା କରି ନ ଥିଲେ, କିନ୍ତୁ ବନ୍ଧୁତ୍ବପୂର୍ଣ୍ଣ ଭାବରେ ବୁଝାଇ ଆପଣା ପ୍ରତିକ୍ରିୟା ରଖିଥିଲେ I # in detail ଠିକ୍ ଯାହା ଘଟିଥିଲା