or_tn/act/11/17.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ସେମାନଙ୍କୁ” ଶବ୍ଦଟି କର୍ଣ୍ଣୀଲିୟ ଓ ତାହାଙ୍କର ବିଜାତୀୟ ଅତିଥିଗଣ ତଥା ପରିବାରକୁ ବୁଝାଏ I ଯିରୂଶାଲମର ବିଶ୍ବାସୀମାନଙ୍କୁ ଆପଣାର ବିବରଣୀ ଦେଉଥିବାବେଳେ ପିତର ସେମାନଙ୍କୁ ବିଜାତି ବୋଲି କହୁନାହାନ୍ତି I “ସେମାନେ” ଶବ୍ଦଟି ପିତର କହୁଥିବା ଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦଟି ସମସ୍ତ ଯିହୂଦୀ ବିଶ୍ବାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁଛି I (ଦେଖ: [[rc://*/ta/man/translate/figs-activepassive]])
# Connecting Statement:
ପିତର ଆପଣା ଦର୍ଶନ ଓ କର୍ଣ୍ଣୀଲିୟଙ୍କ ଗୃହରେ ଘଟିଥିବା ବିଷୟରେ ଯିହୂଦୀମାନଙ୍କୁ କହୁଥିବା କଥା ଶେଷ କରୁଛନ୍ତି (ଯାହା ସେ [ପ୍ରେରିତ ୧୧:୪](../11/04.md))ରେ ଆରମ୍ଭ କରିଥିଲେ I
# Then if God gave to them ... who was I, that I could oppose God?
ସେ ଯେ କେବଳ ଈଶ୍ବରଙ୍କ ଆଜ୍ଞା ମାନୁଥିଲେ ଏହାକୁ ଗୁରୁତ୍ବ ଦେବାପାଇଁ ପିତର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ସେମାନଙ୍କୁ ଦାନ କଲେ ...ମୁଁ ସ୍ଥିର କଲି ଯେ ମୁଁ ପ୍ରତିରୋଧ କରିପାରିବି ନାହିଁ!” (ଦେଖ: [[rc://*/ta/man/translate/figs-inclusive]])
# the same gift
ପିତର ପବିତ୍ର ଆତ୍ମାଙ୍କର ଦାନକୁ ଉଲ୍ଲେଖ କରୁଛନ୍ତି I