or_tn/act/11/10.md

955 B

This happened three times

ଏପରି ମନେ ହୁଏ ନାହିଁ ଯେ ସବୁ ବିଷୟ ତିନି ଥର ହୋଇଥିଲା I ସମ୍ଭବତଃ ଏହାର ଅର୍ଥ ଏହି ଯେ “ଯାହା ଈଶ୍ବର ଶୁଚି କରିଅଛନ୍ତି, ତାହାକୁ ଅଶୁଚି ବୋଲି ନ କୁହ’, ବାକ୍ୟାଂଶଟି ତିନି ଥର ପୁନରାବୃତ୍ତି କରାଯାଇଥିଲା I ତଥାପି,ଏହାକୁ ବିଶଦ୍ ଭାବରେ ବୁଝାଇବାକୁ ଚେଷ୍ଟା ନ କରି “ଏହା ତିନି ଥର ହୋଇଥିଲା” ବୋଲି ସରଳ ଭାବରେ କହିବା ସବୁଠାରୁ ଭଲ ହେବ I ପ୍ରେରିତ ୧୦:୧୬ରେ “ଏହା ତିନି ଥର ହୋଇଥିଲା”କୁ ତୁମେ କିପରି ଅନୁବାଦ କଲ ତାହା ଦେଖ I