or_tn/act/10/16.md

765 B

This happened three times

ପିତର ଦେଖିଥିବା ସବୁ ବିଷୟ ତିନି ଥର ହୋଇଥିଲା ପରି ଲାଗୁନାହିଁ I ସମ୍ଭବତଃ ଏହାର ଅର୍ଥ ଏହି ଯେ “ଯାହା ଈଶ୍ବର ଶୁଚି କରିଅଛନ୍ତି, ତାହାକୁ ଅଶୁଚି ବୋଲି ନ କୁହ’, ବାକ୍ୟାଂଶଟି ତିନି ଥର ପୁନରାବୃତ୍ତି ହୋଇଥିଲା I ତଥାପି,ଏହାକୁ ବିଶଦ୍ ଭାବରେ ବୁଝାଇବାକୁ ଚେଷ୍ଟା ନ କରି “ଏହା ତିନି ଥର ହୋଇଥିଲା” ବୋଲି ସରଳ ଭାବରେ କହିବା ସବୁଠାରୁ ଭଲ ହେବ I