or_tn/act/11/10.md

4 lines
955 B
Markdown
Raw Permalink Normal View History

2020-11-19 00:15:53 +00:00
# This happened three times
ଏପରି ମନେ ହୁଏ ନାହିଁ ଯେ ସବୁ ବିଷୟ ତିନି ଥର ହୋଇଥିଲା I ସମ୍ଭବତଃ ଏହାର ଅର୍ଥ ଏହି ଯେ “ଯାହା ଈଶ୍ବର ଶୁଚି କରିଅଛନ୍ତି, ତାହାକୁ ଅଶୁଚି ବୋଲି ନ କୁହ’, ବାକ୍ୟାଂଶଟି ତିନି ଥର ପୁନରାବୃତ୍ତି କରାଯାଇଥିଲା I ତଥାପି,ଏହାକୁ ବିଶଦ୍ ଭାବରେ ବୁଝାଇବାକୁ ଚେଷ୍ଟା ନ କରି “ଏହା ତିନି ଥର ହୋଇଥିଲା” ବୋଲି ସରଳ ଭାବରେ କହିବା ସବୁଠାରୁ ଭଲ ହେବ I [ପ୍ରେରିତ ୧୦:୧୬](../10/16.md)ରେ “ଏହା ତିନି ଥର ହୋଇଥିଲା”କୁ ତୁମେ କିପରି ଅନୁବାଦ କଲ ତାହା ଦେଖ I