or_tn/act/11/08.md

1.3 KiB

Not so

ମୁଁ ତାହା କରିବି ନାହିଁ I ପ୍ରେରିତ ୧୦:୧୪ ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I

nothing unholy or unclean has ever entered into my mouth

ଏହା ସ୍ପଷ୍ଟ ଯେ ଚାଦରରେ ଯେଉଁ ପଶୁଗୁଡ଼ିକ ଥିଲେ ପୁରାତନ ନିୟମରେ ଯିହୂଦୀ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକୁ ଖାଇବା ପାଇଁ ନିଷେଧ କରିଥିଲା I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କେବଳ ପବିତ୍ର ଓ ଶୁଚି ପଶୁଗଣର ମାଂସ ଭୋଜନ କରିଛି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-doublenegatives]])

unclean

ପୁରାତନ ନିୟମର ଯିହୂଦୀ ବ୍ୟବସ୍ଥାରେ, ବିଭିନ୍ନ ପ୍ରକାରେ ଜଣେ ଲୋକ “ଅଶୁଚି” ହେଉଥିଲା, ଯେଭଳି ନିଷେଧ କରାଯାଇଥିବା ପଶୁଗୁଡ଼ିକୁ ଭୋଜନ କରିବା I