# Not so ମୁଁ ତାହା କରିବି ନାହିଁ I [ପ୍ରେରିତ ୧୦:୧୪](../10/14.md) ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I # nothing unholy or unclean has ever entered into my mouth ଏହା ସ୍ପଷ୍ଟ ଯେ ଚାଦରରେ ଯେଉଁ ପଶୁଗୁଡ଼ିକ ଥିଲେ ପୁରାତନ ନିୟମରେ ଯିହୂଦୀ ବ୍ୟବସ୍ଥା ଯିହୂଦୀମାନଙ୍କୁ ସେଗୁଡିକୁ ଖାଇବା ପାଇଁ ନିଷେଧ କରିଥିଲା I ଏହାକୁ ସକରାତ୍ମକ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ କେବଳ ପବିତ୍ର ଓ ଶୁଚି ପଶୁଗଣର ମାଂସ ଭୋଜନ କରିଛି” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-doublenegatives]]) # unclean ପୁରାତନ ନିୟମର ଯିହୂଦୀ ବ୍ୟବସ୍ଥାରେ, ବିଭିନ୍ନ ପ୍ରକାରେ ଜଣେ ଲୋକ “ଅଶୁଚି” ହେଉଥିଲା, ଯେଭଳି ନିଷେଧ କରାଯାଇଥିବା ପଶୁଗୁଡ଼ିକୁ ଭୋଜନ କରିବା I