or_tn/act/10/14.md

608 B

Not so

ମୁଁ ତାହା କରିପାରିବି ନାହିଁ

I have never eaten anything that was defiled and unclean

ଏହା ସୂଚିତ ହୁଏ ଯେ ପାତ୍ରରେ ଥିବା କେତେକ ପଶୁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଅଶୁଚି ଥିଲେ ଓ ଖ୍ରୀଷ୍ଟଙ୍କର ମୃତ୍ୟୁ ପୂର୍ବରୁ ବାସ କରୁଥିବା ବିଶ୍ବାସୀମାନେ ଖାଇବାକୁ ନିଷେଧ ଥିଲା I (ଦେଖ: rc://*/ta/man/translate/figs-explicit)