or_tn/act/11/01.md

24 lines
1.3 KiB
Markdown

# General Information:
ବୃତ୍ତାନ୍ତଟିରେ ଏହା ଏକ ନୂଆ ଘଟଣାର ଆରମ୍ଭ I
# Connecting Statement:
ପିତର ଯିରୂଶାଲମରେ ପହଞ୍ଚିଛନ୍ତି ଓ ସେଠାରେ ଯିହୂଦୀମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I
# Now
ଏହା ଘଟଣାର ଏକ ନୂଆ ଅଂଶକୁ ଚିହ୍ନଟ କରେ I (ଦେଖ: [[rc://*/ta/man/translate/writing-newevent]])
# the brothers
ଏଠାରେ “ଭାଇମାନେ” ଶବ୍ଦଟି ଯିହୂଦାରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I
# who were in Judea
ଯେଉଁମାନେ ଯିହୂଦା ପ୍ରଦେଶରେ ଥିଲେ
# had received the word of God
ଏହି ଭାବ ବିଜାତିମାନେ ଯୀଶୁଙ୍କ ବିଷୟକ ସୁସାମାଚାରର ସମ୍ବାଦ ବିଶ୍ବାସ କରିଥିବା ତଥ୍ୟକୁ ବୁଝାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ଈଶ୍ବରଙ୍କ ସମ୍ବାଦ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metonymy]])