# General Information: ବୃତ୍ତାନ୍ତଟିରେ ଏହା ଏକ ନୂଆ ଘଟଣାର ଆରମ୍ଭ I # Connecting Statement: ପିତର ଯିରୂଶାଲମରେ ପହଞ୍ଚିଛନ୍ତି ଓ ସେଠାରେ ଯିହୂଦୀମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I # Now ଏହା ଘଟଣାର ଏକ ନୂଆ ଅଂଶକୁ ଚିହ୍ନଟ କରେ I (ଦେଖ: [[rc://*/ta/man/translate/writing-newevent]]) # the brothers ଏଠାରେ “ଭାଇମାନେ” ଶବ୍ଦଟି ଯିହୂଦାରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I # who were in Judea ଯେଉଁମାନେ ଯିହୂଦା ପ୍ରଦେଶରେ ଥିଲେ # had received the word of God ଏହି ଭାବ ବିଜାତିମାନେ ଯୀଶୁଙ୍କ ବିଷୟକ ସୁସାମାଚାରର ସମ୍ବାଦ ବିଶ୍ବାସ କରିଥିବା ତଥ୍ୟକୁ ବୁଝାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ଈଶ୍ବରଙ୍କ ସମ୍ବାଦ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metonymy]])