or_tn/act/11/01.md

1.3 KiB

General Information:

ବୃତ୍ତାନ୍ତଟିରେ ଏହା ଏକ ନୂଆ ଘଟଣାର ଆରମ୍ଭ I

Connecting Statement:

ପିତର ଯିରୂଶାଲମରେ ପହଞ୍ଚିଛନ୍ତି ଓ ସେଠାରେ ଯିହୂଦୀମାନଙ୍କୁ କଥା କହିବାକୁ ଆରମ୍ଭ କରୁଛନ୍ତି I

Now

ଏହା ଘଟଣାର ଏକ ନୂଆ ଅଂଶକୁ ଚିହ୍ନଟ କରେ I (ଦେଖ: rc://*/ta/man/translate/writing-newevent)

the brothers

ଏଠାରେ “ଭାଇମାନେ” ଶବ୍ଦଟି ଯିହୂଦାରେ ଥିବା ବିଶ୍ବାସୀମାନଙ୍କୁ ବୁଝାଏ I

who were in Judea

ଯେଉଁମାନେ ଯିହୂଦା ପ୍ରଦେଶରେ ଥିଲେ

had received the word of God

ଏହି ଭାବ ବିଜାତିମାନେ ଯୀଶୁଙ୍କ ବିଷୟକ ସୁସାମାଚାରର ସମ୍ବାଦ ବିଶ୍ବାସ କରିଥିବା ତଥ୍ୟକୁ ବୁଝାଇଥାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ଈଶ୍ବରଙ୍କ ସମ୍ବାଦ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-metonymy)