or_tn/act/10/33.md

901 B

at once

ଅବିଳମ୍ବରେ

You are kind to have come

ପିତର ଆସିଥିବାଯୋଗୁ ତାଙ୍କୁ ଧନ୍ୟବାଦ ଦେବାର ଏହା ଏକ ଶିଷ୍ଟ ଭାବ ଅଟେ I ବିକଳ୍ପ ଅନୁବାଦ: “ଆସିଥିବାଯୋଗୁ ମୁଁ ନିଶ୍ଚିତଭାବରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି”

in the sight of God

ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I

that you have been instructed by the Lord to say

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆପଣଙ୍କୁ ଯାହାସବୁ କହିବାକୁ ଆଦେଶ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)