# at once ଅବିଳମ୍ବରେ # You are kind to have come ପିତର ଆସିଥିବାଯୋଗୁ ତାଙ୍କୁ ଧନ୍ୟବାଦ ଦେବାର ଏହା ଏକ ଶିଷ୍ଟ ଭାବ ଅଟେ I ବିକଳ୍ପ ଅନୁବାଦ: “ଆସିଥିବାଯୋଗୁ ମୁଁ ନିଶ୍ଚିତଭାବରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି” # in the sight of God ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I # that you have been instructed by the Lord to say ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆପଣଙ୍କୁ ଯାହାସବୁ କହିବାକୁ ଆଦେଶ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])