or_tn/act/10/33.md

16 lines
901 B
Markdown
Raw Permalink Normal View History

2020-11-19 00:15:53 +00:00
# at once
ଅବିଳମ୍ବରେ
# You are kind to have come
ପିତର ଆସିଥିବାଯୋଗୁ ତାଙ୍କୁ ଧନ୍ୟବାଦ ଦେବାର ଏହା ଏକ ଶିଷ୍ଟ ଭାବ ଅଟେ I ବିକଳ୍ପ ଅନୁବାଦ: “ଆସିଥିବାଯୋଗୁ ମୁଁ ନିଶ୍ଚିତଭାବରେ ଆପଣଙ୍କୁ ଧନ୍ୟବାଦ ଜଣାଉଛି”
# in the sight of God
ଏହା ଈଶ୍ବରଙ୍କ ଉପସ୍ଥିତିକୁ ବୁଝାଏ I
# that you have been instructed by the Lord to say
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ଆପଣଙ୍କୁ ଯାହାସବୁ କହିବାକୁ ଆଦେଶ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])