or_tn/act/10/09.md

915 B

General Information:

ଏଠାରେ “ସେମାନେ” ଶବ୍ଦଟି କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ କର୍ଣ୍ଣୀଲିୟଙ୍କ ଅଧିନରେ ଥିବା ସୈନ୍ୟ ଜଣକୁ ବୁଝାଏ (ପ୍ରେରିତ ୧୦:୭)I

Connecting Statement:

ଈଶ୍ବର କ’ଣ କରୁଛନ୍ତି ତାହା ଜଣାଇବାକୁ ଘଟଣାଟି କର୍ଣ୍ଣୀଲିୟଙ୍କଠାରୁ ପିତରଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ I

about the sixth hour

ଅପରାହ୍ନ ସମୟରେ

up upon the housetop

ଗୃହଗୁଡ଼ିକର ଛାତ ସମତଳ ଥିଲା ଓ ସେଗୁଡିକ ଉପରେ ଲୋକେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟସବୁ କରୁଥିଲେ I