or_tn/act/10/09.md

16 lines
915 B
Markdown

# General Information:
ଏଠାରେ “ସେମାନେ” ଶବ୍ଦଟି କର୍ଣ୍ଣୀଲିୟଙ୍କର ଦୁଇ ଜଣ ଦାସ ଓ କର୍ଣ୍ଣୀଲିୟଙ୍କ ଅଧିନରେ ଥିବା ସୈନ୍ୟ ଜଣକୁ ବୁଝାଏ ([ପ୍ରେରିତ ୧୦:୭](../10/07.md))I
# Connecting Statement:
ଈଶ୍ବର କ’ଣ କରୁଛନ୍ତି ତାହା ଜଣାଇବାକୁ ଘଟଣାଟି କର୍ଣ୍ଣୀଲିୟଙ୍କଠାରୁ ପିତରଙ୍କ ନିକଟକୁ ସ୍ଥାନାନ୍ତରିତ ହୁଏ I
# about the sixth hour
ଅପରାହ୍ନ ସମୟରେ
# up upon the housetop
ଗୃହଗୁଡ଼ିକର ଛାତ ସମତଳ ଥିଲା ଓ ସେଗୁଡିକ ଉପରେ ଲୋକେ ଅନେକ ସମୟରେ ବିଭିନ୍ନ କାର୍ଯ୍ୟସବୁ କରୁଥିଲେ I