or_tn/act/10/07.md

1.0 KiB

When the angel who spoke to him had left

ଯେତେବେଳେ କର୍ଣ୍ଣୀଲିୟଙ୍କ ପ୍ରତି ଦୂତଙ୍କର ଦର୍ଶନ ଶେଷ ହେଲା

a devout soldier from among those who served him

ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଯେ ତାହାଙ୍କର ସେବା କରୁଥିଲେ ଓ ଈଶ୍ବରଙ୍କର ସେବା ମଧ୍ୟ କରୁଥିଲେ I ସୈନ୍ୟ ଜଣକ ଈଶ୍ବରଙ୍କର ଉପାସନା କରୁଥିଲେ I ତାହା ରୋମୀୟ ସୈନ୍ୟବାହନୀରେ ବିରଳ, ତେଣୁ କର୍ଣ୍ଣୀଲିୟଙ୍କର ଅନ୍ୟ ସୈନ୍ୟମାନେ ସମ୍ଭବତଃ ଈଶ୍ବରଙ୍କର ଉପାସନା କରୁ ନ ଥିଲେ I

devout

ଏକ ବିଶେଷଣ ଯାହା ଈଶ୍ବରଙ୍କର ଉପାସନା ଓ ସେବା କରୁଥିବା ଜଣେ ଲୋକର ବର୍ଣ୍ଣନା କରିଥାଏ I