or_tn/act/09/42.md

667 B

This matter became known throughout all Joppa

ଏହା ପିତର ଟାବୀଥାଙ୍କୁ ମୃତ୍ୟୁରୁ ଉଠାଇଥିବା ଆଶ୍ଚର୍ଯ୍ୟକର୍ମକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଘଟଣା ବିଷୟରେ ସମଗ୍ର ଯାଫୋର ଲୋକମାନେ ଶୁଣିଲେ” (ଦେଖ: rc://*/ta/man/translate/figs-activepassive)

believed on the Lord

ପ୍ରଭୁ ଯୀଶୁଙ୍କର ସୁସାମାଚାରରେ ବିଶ୍ବାସ କଲେ