# This matter became known throughout all Joppa ଏହା ପିତର ଟାବୀଥାଙ୍କୁ ମୃତ୍ୟୁରୁ ଉଠାଇଥିବା ଆଶ୍ଚର୍ଯ୍ୟକର୍ମକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଘଟଣା ବିଷୟରେ ସମଗ୍ର ଯାଫୋର ଲୋକମାନେ ଶୁଣିଲେ” (ଦେଖ: [[rc://*/ta/man/translate/figs-activepassive]]) # believed on the Lord ପ୍ରଭୁ ଯୀଶୁଙ୍କର ସୁସାମାଚାରରେ ବିଶ୍ବାସ କଲେ