or_tn/act/09/42.md

8 lines
667 B
Markdown
Raw Permalink Normal View History

2020-11-19 00:15:53 +00:00
# This matter became known throughout all Joppa
ଏହା ପିତର ଟାବୀଥାଙ୍କୁ ମୃତ୍ୟୁରୁ ଉଠାଇଥିବା ଆଶ୍ଚର୍ଯ୍ୟକର୍ମକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ଘଟଣା ବିଷୟରେ ସମଗ୍ର ଯାଫୋର ଲୋକମାନେ ଶୁଣିଲେ” (ଦେଖ: [[rc://*/ta/man/translate/figs-activepassive]])
# believed on the Lord
ପ୍ରଭୁ ଯୀଶୁଙ୍କର ସୁସାମାଚାରରେ ବିଶ୍ବାସ କଲେ