or_tn/act/09/37.md

817 B

It came about in those days

ଏହା ପିତର ଯାଫୋରେ ଥିବା ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସମୟରେ ଯେତେବେଳେ ପିତର ନିକଟବର୍ତ୍ତୀ ସ୍ଥାନରେ ଥିଲେ” (ଦେଖ: rc://*/ta/man/translate/figs-explicit)

washed her

ଏହା ତାହାଙ୍କର ସମାଧି କ୍ରିୟାର ପ୍ରସ୍ତୁତି ନିମନ୍ତେ କରାଯାଉଥିବା ସ୍ନାନ

they laid her in an upper room

ଏହା ସମାଧି କ୍ରିୟା ସମୟରେ ମୃତ ଶରୀରର ସାମୟିକ ପ୍ରଦର୍ଶନ ଥିଲା I