# It came about in those days ଏହା ପିତର ଯାଫୋରେ ଥିବା ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସମୟରେ ଯେତେବେଳେ ପିତର ନିକଟବର୍ତ୍ତୀ ସ୍ଥାନରେ ଥିଲେ” (ଦେଖ: [[rc://*/ta/man/translate/figs-explicit]]) # washed her ଏହା ତାହାଙ୍କର ସମାଧି କ୍ରିୟାର ପ୍ରସ୍ତୁତି ନିମନ୍ତେ କରାଯାଉଥିବା ସ୍ନାନ # they laid her in an upper room ଏହା ସମାଧି କ୍ରିୟା ସମୟରେ ମୃତ ଶରୀରର ସାମୟିକ ପ୍ରଦର୍ଶନ ଥିଲା I