or_tn/act/09/37.md

12 lines
817 B
Markdown
Raw Permalink Normal View History

2020-11-19 00:15:53 +00:00
# It came about in those days
ଏହା ପିତର ଯାଫୋରେ ଥିବା ସମୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସମୟରେ ଯେତେବେଳେ ପିତର ନିକଟବର୍ତ୍ତୀ ସ୍ଥାନରେ ଥିଲେ” (ଦେଖ: [[rc://*/ta/man/translate/figs-explicit]])
# washed her
ଏହା ତାହାଙ୍କର ସମାଧି କ୍ରିୟାର ପ୍ରସ୍ତୁତି ନିମନ୍ତେ କରାଯାଉଥିବା ସ୍ନାନ
# they laid her in an upper room
ଏହା ସମାଧି କ୍ରିୟା ସମୟରେ ମୃତ ଶରୀରର ସାମୟିକ ପ୍ରଦର୍ଶନ ଥିଲା I