or_tn/act/09/33.md

989 B

There he found a certain man

ପିତର ଇଚ୍ଛାକୃତଭାବରେ ଜଣେ ପକ୍ଷାଘାତ ରୋଗୀକୁ ଖୋଜୁ ନ ଥିଲେ, କିନ୍ତୁ ସମ୍ମୁଖରେ ପାଇଗଲେ I ବିକଳ୍ପ ଅନୁବାଦ: “ସେଠାରେ ପିତର ଜଣେ ଲୋକଙ୍କର ଦେଖା ପାଇଲେ”

a certain man named Aeneas

ଏହା ଘଟଣାଟି ଏନିୟଙ୍କୁ ଏକ ନୂଆ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: rc://*/ta/man/translate/writing-participants)

who had been in his bed ... was paralyzed

ଏହା ଏନିୟଙ୍କ ବିଷୟରେ ପ୍ରୁଷ୍ଠଭୂମି ସୂଚନା ଅଟେ I (ଦେଖ: rc://*/ta/man/translate/writing-background)

paralyzed

ଚାଲିବାକୁ ଅକ୍ଷମ, ସମ୍ଭବତଃ ଅଣ୍ଟା ତଳକୁ ଚଳପ୍ରଚଳ କରିବାକୁ ଅକ୍ଷମ