or_tn/act/09/33.md

16 lines
989 B
Markdown
Raw Permalink Normal View History

2020-11-19 00:15:53 +00:00
# There he found a certain man
ପିତର ଇଚ୍ଛାକୃତଭାବରେ ଜଣେ ପକ୍ଷାଘାତ ରୋଗୀକୁ ଖୋଜୁ ନ ଥିଲେ, କିନ୍ତୁ ସମ୍ମୁଖରେ ପାଇଗଲେ I ବିକଳ୍ପ ଅନୁବାଦ: “ସେଠାରେ ପିତର ଜଣେ ଲୋକଙ୍କର ଦେଖା ପାଇଲେ”
# a certain man named Aeneas
ଏହା ଘଟଣାଟି ଏନିୟଙ୍କୁ ଏକ ନୂଆ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]])
# who had been in his bed ... was paralyzed
ଏହା ଏନିୟଙ୍କ ବିଷୟରେ ପ୍ରୁଷ୍ଠଭୂମି ସୂଚନା ଅଟେ I (ଦେଖ: [[rc://*/ta/man/translate/writing-background]])
# paralyzed
ଚାଲିବାକୁ ଅକ୍ଷମ, ସମ୍ଭବତଃ ଅଣ୍ଟା ତଳକୁ ଚଳପ୍ରଚଳ କରିବାକୁ ଅକ୍ଷମ