# There he found a certain man ପିତର ଇଚ୍ଛାକୃତଭାବରେ ଜଣେ ପକ୍ଷାଘାତ ରୋଗୀକୁ ଖୋଜୁ ନ ଥିଲେ, କିନ୍ତୁ ସମ୍ମୁଖରେ ପାଇଗଲେ I ବିକଳ୍ପ ଅନୁବାଦ: “ସେଠାରେ ପିତର ଜଣେ ଲୋକଙ୍କର ଦେଖା ପାଇଲେ” # a certain man named Aeneas ଏହା ଘଟଣାଟି ଏନିୟଙ୍କୁ ଏକ ନୂଆ ଚରିତ୍ର ଭାବରେ ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]]) # who had been in his bed ... was paralyzed ଏହା ଏନିୟଙ୍କ ବିଷୟରେ ପ୍ରୁଷ୍ଠଭୂମି ସୂଚନା ଅଟେ I (ଦେଖ: [[rc://*/ta/man/translate/writing-background]]) # paralyzed ଚାଲିବାକୁ ଅକ୍ଷମ, ସମ୍ଭବତଃ ଅଣ୍ଟା ତଳକୁ ଚଳପ୍ରଚଳ କରିବାକୁ ଅକ୍ଷମ