or_tn/act/09/32.md

1.3 KiB

Now it came about

ଘଟଣାଟିର ଏକ ନୂଆ ଅଂଶକୁ ଚିହ୍ନଟ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/writing-newevent)

throughout the whole region

ପିତର ଯିହୂଦା ପ୍ରଦେଶ, ଗାଲୀଲୀ ଓ ଶମିରୋଣ ଅଞ୍ଚଳର ଅନେକ ସ୍ଥାନ ଭ୍ରମଣ କରି ବିଶ୍ବାସୀମାନଙ୍କୁ ସାକ୍ଷାତ୍ କରିବା ବିଷୟରେ ଏହା ଏକ ସାଧାରଣ ଅନୁମାନ ଅଟେ I (ଦେଖ: rc://*/ta/man/translate/figs-hyperbole)

he came down

ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଲୂଦ ସେ ଯାତ୍ରା କରୁଥିବା ଅନେକ ସ୍ଥାନରୁ ଉଚ୍ଚତାରେ ତଳକୁ ଥିଲା I

Lydda

ଲୂଦ ନଗର ଯାଫୋର ଦକ୍ଷିଣ ପୂର୍ବକୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ I ପୁରାତନ ନିୟମରେ ଓ ଆଧୁନିକ ଇଶ୍ରାୟେଲରେ ନଗରଟିକୁ ଲୋଦ୍ ବୋଲି କୁହାଯାଏ I