# Now it came about ଘଟଣାଟିର ଏକ ନୂଆ ଅଂଶକୁ ଚିହ୍ନଟ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/writing-newevent]]) # throughout the whole region ପିତର ଯିହୂଦା ପ୍ରଦେଶ, ଗାଲୀଲୀ ଓ ଶମିରୋଣ ଅଞ୍ଚଳର ଅନେକ ସ୍ଥାନ ଭ୍ରମଣ କରି ବିଶ୍ବାସୀମାନଙ୍କୁ ସାକ୍ଷାତ୍ କରିବା ବିଷୟରେ ଏହା ଏକ ସାଧାରଣ ଅନୁମାନ ଅଟେ I (ଦେଖ: [[rc://*/ta/man/translate/figs-hyperbole]]) # he came down ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଲୂଦ ସେ ଯାତ୍ରା କରୁଥିବା ଅନେକ ସ୍ଥାନରୁ ଉଚ୍ଚତାରେ ତଳକୁ ଥିଲା I # Lydda ଲୂଦ ନଗର ଯାଫୋର ଦକ୍ଷିଣ ପୂର୍ବକୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ I ପୁରାତନ ନିୟମରେ ଓ ଆଧୁନିକ ଇଶ୍ରାୟେଲରେ ନଗରଟିକୁ ଲୋଦ୍ ବୋଲି କୁହାଯାଏ I