or_tn/act/09/32.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Now it came about
ଘଟଣାଟିର ଏକ ନୂଆ ଅଂଶକୁ ଚିହ୍ନଟ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/writing-newevent]])
# throughout the whole region
ପିତର ଯିହୂଦା ପ୍ରଦେଶ, ଗାଲୀଲୀ ଓ ଶମିରୋଣ ଅଞ୍ଚଳର ଅନେକ ସ୍ଥାନ ଭ୍ରମଣ କରି ବିଶ୍ବାସୀମାନଙ୍କୁ ସାକ୍ଷାତ୍ କରିବା ବିଷୟରେ ଏହା ଏକ ସାଧାରଣ ଅନୁମାନ ଅଟେ I (ଦେଖ: [[rc://*/ta/man/translate/figs-hyperbole]])
# he came down
ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି, କାରଣ ଲୂଦ ସେ ଯାତ୍ରା କରୁଥିବା ଅନେକ ସ୍ଥାନରୁ ଉଚ୍ଚତାରେ ତଳକୁ ଥିଲା I
# Lydda
ଲୂଦ ନଗର ଯାଫୋର ଦକ୍ଷିଣ ପୂର୍ବକୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ I ପୁରାତନ ନିୟମରେ ଓ ଆଧୁନିକ ଇଶ୍ରାୟେଲରେ ନଗରଟିକୁ ଲୋଦ୍ ବୋଲି କୁହାଯାଏ I