or_tn/act/09/04.md

1.1 KiB
Raw Permalink Blame History

he fell upon the ground

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଶାଉଲ ଆପଣାକୁ ଭୂମିରେ ପକାଇଦେଲେ” କିମ୍ବା ) “ଆଲୋକ ସକାଶୁ ସେ ଭୂମିରେ ପଡ଼ିଗଲେ” କିଅବା ୩) “ଜଣେ ମୂର୍ଚ୍ଛିତ ଲୋକ ଯେପରି ପଡ଼ିଯାଏ, ସେପରି ଶାଉଲ ଭୂମିରେ ପଡ଼ିଗଲେ I” ଶାଉଲ ଦୁର୍ଘଟନା ବଶତଃ ପଡ଼ିଯାଇ ନ ଥିଲେ I

why are you persecuting me?

ଏହି ପ୍ରଭାବକାରୀ ପ୍ରଶ୍ନଟି ଶାଉଲଙ୍କ ପ୍ରତି ଏକ ଅନୁଯୋଗ ଥିଲା I କେତେକ ଭାଷାରେ ଗୋଟିଏ ଉକ୍ତି ହୁଏତ ଅଧିକ ସ୍ବାଭାବିକ ହୋଇପାରେ (AT): “ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ !” କିମ୍ବା ଏକ ଆଦେଶ (AT): “ଆମ୍ଭକୁ ତାଡ଼ନା କରିବା ବନ୍ଦ କର!” (ଦେଖ: rc://*/ta/man/translate/figs-rquestion)