or_tn/act/09/04.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# he fell upon the ground
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଶାଉଲ ଆପଣାକୁ ଭୂମିରେ ପକାଇଦେଲେ” କିମ୍ବା ) “ଆଲୋକ ସକାଶୁ ସେ ଭୂମିରେ ପଡ଼ିଗଲେ” କିଅବା ୩) “ଜଣେ ମୂର୍ଚ୍ଛିତ ଲୋକ ଯେପରି ପଡ଼ିଯାଏ, ସେପରି ଶାଉଲ ଭୂମିରେ ପଡ଼ିଗଲେ I” ଶାଉଲ ଦୁର୍ଘଟନା ବଶତଃ ପଡ଼ିଯାଇ ନ ଥିଲେ I
# why are you persecuting me?
ଏହି ପ୍ରଭାବକାରୀ ପ୍ରଶ୍ନଟି ଶାଉଲଙ୍କ ପ୍ରତି ଏକ ଅନୁଯୋଗ ଥିଲା I କେତେକ ଭାଷାରେ ଗୋଟିଏ ଉକ୍ତି ହୁଏତ ଅଧିକ ସ୍ବାଭାବିକ ହୋଇପାରେ (AT): “ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ !” କିମ୍ବା ଏକ ଆଦେଶ (AT): “ଆମ୍ଭକୁ ତାଡ଼ନା କରିବା ବନ୍ଦ କର!” (ଦେଖ: [[rc://*/ta/man/translate/figs-rquestion]])