# he fell upon the ground ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଶାଉଲ ଆପଣାକୁ ଭୂମିରେ ପକାଇଦେଲେ” କିମ୍ବା ୨) “ଆଲୋକ ସକାଶୁ ସେ ଭୂମିରେ ପଡ଼ିଗଲେ” କିଅବା ୩) “ଜଣେ ମୂର୍ଚ୍ଛିତ ଲୋକ ଯେପରି ପଡ଼ିଯାଏ, ସେପରି ଶାଉଲ ଭୂମିରେ ପଡ଼ିଗଲେ I” ଶାଉଲ ଦୁର୍ଘଟନା ବଶତଃ ପଡ଼ିଯାଇ ନ ଥିଲେ I # why are you persecuting me? ଏହି ପ୍ରଭାବକାରୀ ପ୍ରଶ୍ନଟି ଶାଉଲଙ୍କ ପ୍ରତି ଏକ ଅନୁଯୋଗ ଥିଲା I କେତେକ ଭାଷାରେ ଗୋଟିଏ ଉକ୍ତି ହୁଏତ ଅଧିକ ସ୍ବାଭାବିକ ହୋଇପାରେ (AT): “ତୁମ୍ଭେ ଆମ୍ଭକୁ ତାଡ଼ନା କରୁଅଛ !” କିମ୍ବା ଏକ ଆଦେଶ (AT): “ଆମ୍ଭକୁ ତାଡ଼ନା କରିବା ବନ୍ଦ କର!” (ଦେଖ: [[rc://*/ta/man/translate/figs-rquestion]])