or_tn/act/08/09.md

1.0 KiB

General Information:

ଫିଲିପ୍ପଙ୍କର ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: rc://*/ta/man/translate/writing-background)

But there was a certain man ... named Simon

ଘଟଣାଟି ମଧ୍ୟକୁ ଜଣେ ନୂଆ ଲୋକର ପରିଚୟ କରାଇବାର ଏହା ହେଉଛି ମାଧ୍ୟମ I କୌଣସି ଘଟଣାରେ ଜଣେ ନୂଆ ଲୋକର ପରିଚୟ କରାଇବା ପାଇଁ ତୁମର ଭାଷା ହୁଏତ ଅନ୍ୟ ପ୍ରକାର ବାକ୍ୟ ବ୍ୟବହାର କରିପାରେ I (ଦେଖ: rc://*/ta/man/translate/writing-participants)

the city

ଶମିରୋଣ ନଗରରେ (ପ୍ରେରିତ ୮:୫)