# General Information: ଫିଲିପ୍ପଙ୍କର ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]]) # But there was a certain man ... named Simon ଘଟଣାଟି ମଧ୍ୟକୁ ଜଣେ ନୂଆ ଲୋକର ପରିଚୟ କରାଇବାର ଏହା ହେଉଛି ମାଧ୍ୟମ I କୌଣସି ଘଟଣାରେ ଜଣେ ନୂଆ ଲୋକର ପରିଚୟ କରାଇବା ପାଇଁ ତୁମର ଭାଷା ହୁଏତ ଅନ୍ୟ ପ୍ରକାର ବାକ୍ୟ ବ୍ୟବହାର କରିପାରେ I (ଦେଖ: [[rc://*/ta/man/translate/writing-participants]]) # the city ଶମିରୋଣ ନଗରରେ ([ପ୍ରେରିତ ୮:୫](../08/05.md))