or_tn/act/08/09.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଫିଲିପ୍ପଙ୍କର ଘଟଣାରେ ଶିମୋନଙ୍କର ପରିଚୟ କରାଯାଉଛି I ଏହି ପଦ ଶିମୋନ ଓ ଶମିରୋଣର ଲୋକମାନଙ୍କ ମଧ୍ୟରେ ସେ କିଏ ଥଲେ, ସେ ବିଷୟରେ ପୃଷ୍ଠଭୂମି ସୂଚନା ଦିଏ I (ଦେଖ: [[rc://*/ta/man/translate/writing-background]])
# But there was a certain man ... named Simon
ଘଟଣାଟି ମଧ୍ୟକୁ ଜଣେ ନୂଆ ଲୋକର ପରିଚୟ କରାଇବାର ଏହା ହେଉଛି ମାଧ୍ୟମ I କୌଣସି ଘଟଣାରେ ଜଣେ ନୂଆ ଲୋକର ପରିଚୟ କରାଇବା ପାଇଁ ତୁମର ଭାଷା ହୁଏତ ଅନ୍ୟ ପ୍ରକାର ବାକ୍ୟ ବ୍ୟବହାର କରିପାରେ I (ଦେଖ: [[rc://*/ta/man/translate/writing-participants]])
# the city
ଶମିରୋଣ ନଗରରେ ([ପ୍ରେରିତ ୮:୫](../08/05.md))