or_tn/act/07/43.md

1.7 KiB
Raw Permalink Blame History

General Information:

ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉର୍ଦ୍ଧୃତି ଜାରି ରହିଛି I

Connecting Statement:

ସ୍ତିଫାନ ମହାଯାଜକ ଓ ମହାସଭାକୁ ପ୍ରେରିତ ୭:ରେ ଦେବାକୁ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଜାରି ରଖୁଛନ୍ତି I

You accepted

ଏହା ସୂଚିତ କରେ ଯେ ସେମାନେ ପ୍ରାନ୍ତରରେ ଯାତ୍ରା କରିବା ସମୟରେ ଏହି ପ୍ରତିମାଗୁଡ଼ିକୁ ସାଙ୍ଗରେ ନେଇଥିଲେ I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେଗୁଡିକ ବୋହିନେଲ” (ଦେଖ: rc://*/ta/man/translate/figs-explicit)

tabernacle of Molech

ଯେଉଁ ତମ୍ବୁରେ ମିଥ୍ୟା ଦେବତା ମୋଲଖ ରଖା ଯାଉଥିଲା

the star of the god Rephan

ଯେଉଁ ତାରା ମିଥ୍ୟା ଦେବତା ରମ୍ପାକୁ ବୁଝାଏ

the images that you made

ସେମାନେ ଉପାସନା କରିବାପାଇଁ ମୋଲଖ ଓ ରମ୍ପା ଦେବତାର ମୂର୍ତ୍ତି ଅବା ପ୍ରତିମା ଗଢିଥିଲେ I

I will carry you away beyond Babylon

ଆମ୍ଭେ ତୁମ୍ଭମାନଙ୍କୁ ବାବିଲ ଠାରୁ ଦୂରକୁ ନିର୍ବାସନ କରିବା I ଏହା ଈଶ୍ବରଙ୍କ ନ୍ୟାୟ ବିଚାରର କାର୍ଯ୍ୟ ହେବ I