or_tn/act/07/43.md

28 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉର୍ଦ୍ଧୃତି ଜାରି ରହିଛି I
# Connecting Statement:
ସ୍ତିଫାନ ମହାଯାଜକ ଓ ମହାସଭାକୁ [ପ୍ରେରିତ ୭:](../07/02.md)ରେ ଦେବାକୁ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଜାରି ରଖୁଛନ୍ତି I
# You accepted
ଏହା ସୂଚିତ କରେ ଯେ ସେମାନେ ପ୍ରାନ୍ତରରେ ଯାତ୍ରା କରିବା ସମୟରେ ଏହି ପ୍ରତିମାଗୁଡ଼ିକୁ ସାଙ୍ଗରେ ନେଇଥିଲେ I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେଗୁଡିକ ବୋହିନେଲ” (ଦେଖ: [[rc://*/ta/man/translate/figs-explicit]])
# tabernacle of Molech
ଯେଉଁ ତମ୍ବୁରେ ମିଥ୍ୟା ଦେବତା ମୋଲଖ ରଖା ଯାଉଥିଲା
# the star of the god Rephan
ଯେଉଁ ତାରା ମିଥ୍ୟା ଦେବତା ରମ୍ପାକୁ ବୁଝାଏ
# the images that you made
ସେମାନେ ଉପାସନା କରିବାପାଇଁ ମୋଲଖ ଓ ରମ୍ପା ଦେବତାର ମୂର୍ତ୍ତି ଅବା ପ୍ରତିମା ଗଢିଥିଲେ I
# I will carry you away beyond Babylon
ଆମ୍ଭେ ତୁମ୍ଭମାନଙ୍କୁ ବାବିଲ ଠାରୁ ଦୂରକୁ ନିର୍ବାସନ କରିବା I ଏହା ଈଶ୍ବରଙ୍କ ନ୍ୟାୟ ବିଚାରର କାର୍ଯ୍ୟ ହେବ I