# General Information: ଆମୋଷ ଭାବବାଦୀଙ୍କ ପୁସ୍ତକରୁ ଉର୍ଦ୍ଧୃତି ଜାରି ରହିଛି I # Connecting Statement: ସ୍ତିଫାନ ମହାଯାଜକ ଓ ମହାସଭାକୁ [ପ୍ରେରିତ ୭:୨](../07/02.md)ରେ ଦେବାକୁ ଆରମ୍ଭ କରିଥିବା ଆପଣାର ପ୍ରତ୍ୟୁତ୍ତର ଜାରି ରଖୁଛନ୍ତି I # You accepted ଏହା ସୂଚିତ କରେ ଯେ ସେମାନେ ପ୍ରାନ୍ତରରେ ଯାତ୍ରା କରିବା ସମୟରେ ଏହି ପ୍ରତିମାଗୁଡ଼ିକୁ ସାଙ୍ଗରେ ନେଇଥିଲେ I ବିକଳ୍ପ ଅନୁବାଦ: “ ତୁମ୍ଭେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସେଗୁଡିକ ବୋହିନେଲ” (ଦେଖ: [[rc://*/ta/man/translate/figs-explicit]]) # tabernacle of Molech ଯେଉଁ ତମ୍ବୁରେ ମିଥ୍ୟା ଦେବତା ମୋଲଖ ରଖା ଯାଉଥିଲା # the star of the god Rephan ଯେଉଁ ତାରା ମିଥ୍ୟା ଦେବତା ରମ୍ପାକୁ ବୁଝାଏ # the images that you made ସେମାନେ ଉପାସନା କରିବାପାଇଁ ମୋଲଖ ଓ ରମ୍ପା ଦେବତାର ମୂର୍ତ୍ତି ଅବା ପ୍ରତିମା ଗଢିଥିଲେ I # I will carry you away beyond Babylon ଆମ୍ଭେ ତୁମ୍ଭମାନଙ୍କୁ ବାବିଲ ଠାରୁ ଦୂରକୁ ନିର୍ବାସନ କରିବା I ଏହା ଈଶ୍ବରଙ୍କ ନ୍ୟାୟ ବିଚାରର କାର୍ଯ୍ୟ ହେବ I