or_tn/act/07/42.md

2.2 KiB
Raw Permalink Blame History

God turned

ଈଶ୍ବର ବିମୁଖ ହେଲେ I ଏହି କାର୍ଯ୍ୟ ପ୍ରକାଶ କରେ ଯେ ଈଶ୍ବର ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ ଓ ଆଉ ସେମାନଙ୍କୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ସଂଶୋଧନ କରିବା ବନ୍ଦ କଲେ” (ଦେଖ: rc://*/ta/man/translate/translate-symaction)

gave them up

ସେମାନଙ୍କୁ ପରିତ୍ୟାଗ କଲେ

the stars in the sky

ଏହି ମୂଳ ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) କେବଳ ତାରା ଗଣ କିମ୍ବା ) ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଗଣ

the book of the prophets

ଏହା ସମ୍ଭବତଃ ପୁରାତନ ନିୟମର ଅନେକ ଭାବବାଦୀମାନଙ୍କର ଲେଖାଗୁଡିକୁ ଏକତ୍ର ସଂଗ୍ରହ କରାଯାଇଥିବା ଏକ ନଳାକାର ପୁସ୍ତକ I ଏଥିରେ ସମ୍ଭବତଃ ଆମୋଷଙ୍କର ଲେଖା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା I

Did you offer to me slain beasts and sacrifices ... Israel?

ଇଶ୍ରାୟେଲ ସେମାନଙ୍କର ବଳିଦାନ ସହିତ ତାହାଙ୍କର ଉପାସନା ନ କରିବା ବିଷୟ ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ ହେ ଇଶ୍ରାୟେଲ ... ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାବେଳେ ଆମ୍ଭର ସମାଦର କଲ ନାହିଁ” (ଦେଖ: rc://*/ta/man/translate/figs-rquestion)

house of Israel

ଏହା ଇଶ୍ରାୟେଲର ସମଗ୍ର ଜାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ହେ ସମସ୍ତ ଇଶ୍ରାୟେଲୀୟମାନେ” (ଦେଖ: rc://*/ta/man/translate/figs-metonymy)