or_tn/act/07/42.md

24 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# God turned
ଈଶ୍ବର ବିମୁଖ ହେଲେ I ଏହି କାର୍ଯ୍ୟ ପ୍ରକାଶ କରେ ଯେ ଈଶ୍ବର ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ ଓ ଆଉ ସେମାନଙ୍କୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ସଂଶୋଧନ କରିବା ବନ୍ଦ କଲେ” (ଦେଖ: [[rc://*/ta/man/translate/translate-symaction]])
# gave them up
ସେମାନଙ୍କୁ ପରିତ୍ୟାଗ କଲେ
# the stars in the sky
ଏହି ମୂଳ ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) କେବଳ ତାରା ଗଣ କିମ୍ବା ) ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଗଣ
# the book of the prophets
ଏହା ସମ୍ଭବତଃ ପୁରାତନ ନିୟମର ଅନେକ ଭାବବାଦୀମାନଙ୍କର ଲେଖାଗୁଡିକୁ ଏକତ୍ର ସଂଗ୍ରହ କରାଯାଇଥିବା ଏକ ନଳାକାର ପୁସ୍ତକ I ଏଥିରେ ସମ୍ଭବତଃ ଆମୋଷଙ୍କର ଲେଖା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା I
# Did you offer to me slain beasts and sacrifices ... Israel?
ଇଶ୍ରାୟେଲ ସେମାନଙ୍କର ବଳିଦାନ ସହିତ ତାହାଙ୍କର ଉପାସନା ନ କରିବା ବିଷୟ ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ ହେ ଇଶ୍ରାୟେଲ ... ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାବେଳେ ଆମ୍ଭର ସମାଦର କଲ ନାହିଁ” (ଦେଖ: [[rc://*/ta/man/translate/figs-rquestion]])
# house of Israel
ଏହା ଇଶ୍ରାୟେଲର ସମଗ୍ର ଜାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ହେ ସମସ୍ତ ଇଶ୍ରାୟେଲୀୟମାନେ” (ଦେଖ: [[rc://*/ta/man/translate/figs-metonymy]])