# God turned ଈଶ୍ବର ବିମୁଖ ହେଲେ I ଏହି କାର୍ଯ୍ୟ ପ୍ରକାଶ କରେ ଯେ ଈଶ୍ବର ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ ଓ ଆଉ ସେମାନଙ୍କୁ ସାହାଯ୍ୟ କଲେ ନାହିଁ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ସଂଶୋଧନ କରିବା ବନ୍ଦ କଲେ” (ଦେଖ: [[rc://*/ta/man/translate/translate-symaction]]) # gave them up ସେମାନଙ୍କୁ ପରିତ୍ୟାଗ କଲେ # the stars in the sky ଏହି ମୂଳ ବାକ୍ୟାଂଶର ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) କେବଳ ତାରା ଗଣ କିମ୍ବା ୨) ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଗଣ # the book of the prophets ଏହା ସମ୍ଭବତଃ ପୁରାତନ ନିୟମର ଅନେକ ଭାବବାଦୀମାନଙ୍କର ଲେଖାଗୁଡିକୁ ଏକତ୍ର ସଂଗ୍ରହ କରାଯାଇଥିବା ଏକ ନଳାକାର ପୁସ୍ତକ I ଏଥିରେ ସମ୍ଭବତଃ ଆମୋଷଙ୍କର ଲେଖା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା I # Did you offer to me slain beasts and sacrifices ... Israel? ଇଶ୍ରାୟେଲ ସେମାନଙ୍କର ବଳିଦାନ ସହିତ ତାହାଙ୍କର ଉପାସନା ନ କରିବା ବିଷୟ ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ ହେ ଇଶ୍ରାୟେଲ ... ତୁମ୍ଭେମାନେ ଆମ୍ଭ ଉଦ୍ଦେଶ୍ୟରେ ପଶୁ ବଳି ଓ ନୈବେଦ୍ୟ ଉତ୍ସର୍ଗ କରିବାବେଳେ ଆମ୍ଭର ସମାଦର କଲ ନାହିଁ” (ଦେଖ: [[rc://*/ta/man/translate/figs-rquestion]]) # house of Israel ଏହା ଇଶ୍ରାୟେଲର ସମଗ୍ର ଜାତିକୁ ବୁଝାଏ I ବିକଳ୍ପ ଅନୁବାଦ: “ହେ ସମସ୍ତ ଇଶ୍ରାୟେଲୀୟମାନେ” (ଦେଖ: [[rc://*/ta/man/translate/figs-metonymy]])