or_tn/act/07/38.md

1.2 KiB
Raw Permalink Blame History

General Information:

୪୦ ପଦରେ ଥିବା ଉର୍ଦ୍ଧୃତିଟି ମୋଶାଙ୍କର ଲେଖାରୁ ନିଆଯାଇଛି I

This is the man who was in the assembly

ଏହି ବ୍ୟକ୍ତି ମୋଶା ଯେ କି ଇଶ୍ରାୟେଲୀୟମାନଙ୍କ ମଧ୍ୟରେ ଥିଲେ

This is the man

“ଏହି ବ୍ୟକ୍ତି” ବାକ୍ୟାଂଶଟି ଏହି ସମୁଦାୟ ଅନୁଚ୍ଛେଦରେ ମୋଶାଙ୍କୁ ବୁଝାଏ I

this is the man who received living words to give to us

ଈଶ୍ବର ହିଁ ସେହି ସମସ୍ତ ବାକ୍ୟ ଦେଇଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ଦେବା ନିମନ୍ତେ ଜୀବନ୍ତ ବାକ୍ୟ ଦେଇଥିଲେ”

living words

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧)”ଏକ ସ୍ଥାୟୀ ବାର୍ତ୍ତା” କିମ୍ବା ) ଜୀବନଦାୟକ ବାକ୍ୟ I” (ଦେଖ: rc://*/ta/man/translate/figs-metonymy)